ବ୍ୟକ୍ତିତ୍ୱ ଜର୍ଜ ଫର୍ଣ୍ଣାଣ୍ଡେଜ; ଜୀବନ, ରାଜନୀତି ଓ ବୈଚାରିକ ବିରୋଧାଭାସ ସମୀକ୍ଷା ବ୍ୟୁରୋ ଜର୍ଜ ଫର୍ଣ୍ଣାଣ୍ଡେଜ(୩,ଜୁନ,୧୯୩୦- ୨୯,ଜାନୁଆରୀ,୨୦୧୯) ବହୁ ବର୍ଷ ଧରି ନୀରବ ଥିଲେ। ତାଙ୍କର ସ୍ମରଣଶକ୍ତି ଚାଲି ଯାଇଥିଲା ଓ ସେ ଏକପ୍ରକାର ବିଚ୍ଛିନ୍ନ ଜୀବନରେ ଥିଲେ।…