ଜାତୀୟ ଖବର ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ ନୂଆଦିଲ୍ଲୀ: ଗିଲଗିଟ-ବାଲତିସ୍ତାନ ବିଧାନସଭା ପାଇଁ ନିର୍ବାଚନ କରାଇବା ପାଇଁ ପାକିସ୍ତାନର ଯୋଜନା ଉପରେ ଇସଲାମାବାଦ ନିକଟରେ ଭାରତ ଦୃଢ଼ ପ୍ରତିବାଦ ଦାଖଲ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…