ଅନ୍ତରାଷ୍ଟ୍ରୀୟ ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ?: ଆଶ୍ଚର୍ଯ୍ୟଜନକ ଗବେଷଣା ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପୂର୍ବତନ ଉପ ପରିଚାଳନା ନିର୍ଦ୍ଦେଶକ ଏବଂ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ, ଆମେରିକା ଶୁଳ୍କର ପ୍ରଭାବ ବିଷୟରେ କହିଛନ୍ତି ଯେ, ଫଳାଫଳ…