ଆଜିର ଖବର ପୁଣି ମହଙ୍ଗା ହେଲା ସିଗାରେଟ୍! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍ରେ ୧୦ ଟଙ୍କା ବୃଦ୍ଧି ଭୁବନେଶ୍ୱର: ଧୂମପାନ କରିବା ଏଣିକି ଆହୁରି ମହଙ୍ଗା ହେବାକୁ ଯାଉଛି। ସିଗାରେଟ୍ ପ୍ରେମୀଙ୍କୁ ପୁଣି ଏକ ବଡ଼ ଝଟ୍କା ଦେଇଛି ଦେଶର ପ୍ରମୁଖ ଏଫ୍ଏମ୍ସିଜି କମ୍ପାନୀ ITC।…