ଖେଳ ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍: ଭାରତକୁ ୨ ସ୍ୱର୍ଣ୍ଣ, ୧ ରୌପ୍ୟ ଅହମଦାବାଦ : ଅହମଦାବାଦଠାରେ ଚାଲିଥିବା ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍ ଷ୍ଟେଜ୍-୩ର ତୃତୀୟ ଦିନରେ ଭାରତୀୟ ଆର୍ଚରମାନେ ଦମ୍ଦାର ପ୍ରଦର୍ଶନ କରି ୨ଟି ସ୍ୱର୍ଣ୍ଣ ଏବଂ ୧ଟି…