ଆଜିର ଖବର ସୁନା ମୂଲ୍ୟରେ ବଡ ବୃଦ୍ଧି, ଜାଣନ୍ତୁ ଆଜି କେତେ ବଢିଲା ଦାମ ନୂଆଦିଲ୍ଲୀ: ଆଜି ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଦେଖାଯାଉଛି। ଫେବୃଆରୀ 5, 2026 ଶେଷ ହୋଇଥିବା ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)…