ଆଜିର ଖବର କମିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ ନୂଆଦିଲ୍ଲୀ: ଆଜି ଘରୋଇ ଫ୍ୟୁଚର୍ସ ମାର୍କେଟରେ ସୁନା ମୂଲ୍ୟ ହ୍ରାସ ପାଇବା ଜାରି ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଡିସେମ୍ବର 5 ତାରିଖର ଶେଷ…