ଆଜିର ଖବର ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଲାଇନଚ୍ୟୁତ ହେଲା ୧୦-୧୨ କୋଚ, ଉଦ୍ଧାର କାର୍ଯ୍ୟ ଜାରୀ ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗୋଣ୍ଡାରେ ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ଚଣ୍ଡିଗଡ଼ରୁ ଗୋରଖପୁର ଅଭିମୁଖେ ଯାଉଥିବା ଟ୍ରେନର ୧୦-୧୨ କୋଚ୍ ଲାଇନଚ୍ୟୁତ ହୋଇଛି।…