ବ୍ୟବସାୟ ନିର୍ବାଚନ ପ୍ରଚାର ପାଇଁ ଗୁଗୁଲ୍ ବିଜ୍ଞାପନରେ ଖର୍ଚ୍ଚ କଲେ 3 କୋଟି 67 ଲକ୍ଷ ଟଙ୍କା; ଏଥିରେ ବିଜେପି ପ୍ରଥମ ଥିବା ବେଳେ ଷଷ୍ଠ ସ୍ଥାନରେ ଅଛି କଂଗ୍ରେସ ସମୀକ୍ଷା ବ୍ୟୁରୋ ଏଥର ନିର୍ବାଚନରେ ଗୁଗୁଲ୍ ବିଜ୍ଞାପନ ଏକ ନୂଆ ପ୍ରଚାର ମାଧ୍ୟମ ସାଜିଛି। ଏଥିରେ ନିର୍ବାଚନ ପ୍ରଚାର କରିବା ପାଇଁ ଜାତୀୟଠାରୁ ଆରମ୍ଭ କରି ଆଞ୍ଚଳିକ…