ଆଜିର ଖବର ମହାରାଷ୍ଟ୍ରରେ ବିଜେପିକୁ ବଡ ଆଶ୍ଵସ୍ତି, ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ଏହି ବଡ ନେତା ମୁମ୍ବାଇ: ବିଜେପି ବିଦ୍ରୋହୀ ଗୋପାଳ ଶେଟ୍ଟୀ ମହାରାଷ୍ଟ୍ରର ବୋରିଭଲୀ ବିଧାନସଭା ଆସନରୁ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ନେତା ବିନୋଦ ତାୱଡେଙ୍କ ସହ…