ଅପରାଧ ଚୋରି ଅଭିଯୋଗରେ ୪ ଯୁବକ ଗିରଫ, ଲକ୍ଷାଧିକ ନଗଦ ଟଙ୍କା ଓ ବହୁ ସ୍ବର୍ଣ୍ଣ ଅଳଙ୍କାର ଜବତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ଦିନ ପୁର୍ବରୁ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲି ମାଳତୀ ନଗରରେ ବଡ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା।…