ଜାତୀୟ ଖବର “ଏହା ଶାନ୍ତି ପାଇଁ ନୁହେଁ…,”: କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ କ୍ଷୁବ୍ଧ ମମତା ବାନାର୍ଜୀ ନୂଆଦିଲ୍ଲୀ: ଗୋର୍ଖା-ସମ୍ବନ୍ଧୀୟ ପ୍ରସଙ୍ଗ ପାଇଁ କେନ୍ଦ୍ର ସରକାର ଜଣେ ମଧ୍ୟସ୍ଥିଙ୍କୁ ନିଯୁକ୍ତି ଦେଇଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି।…