ବିଶେଷ ଖବର ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର, ଓଡିଶା ସରକାର ଆଣିଲେ ସରଳ ଯୋଜନା ଭୁବନେଶ୍ବର: ସରକାରୀ ଚାକିରିଆମାନଙ୍କ ନିମନ୍ତେ ଖୁସି ଖବର। ଅବସର ଗ୍ରହଣ ପରେ ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ଆବେଦନ କରିପାରିବେ। ଏଥି ନିମନ୍ତେ…