ଆଜିର ଖବର ଆଜି ଗୁଜୁରାଟ-ରାଜସ୍ଥାନ ମଧ୍ୟରେ ଲଢେଇ: ଜାଣନ୍ତୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କାହାର ପଲ୍ଲା ଭାରି? ନୂଆଦିଲ୍ଲୀ: ଆଇପିଏଲ୍ 2025 ର 23 ତମ ମ୍ୟାଚ୍ ଶୁବମାନ ଗିଲଙ୍କ ନେତୃତ୍ଵାଧୀନ ଗୁଜୁରାଟ ଟାଇଟାନ୍ସ ଏବଂ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ହେବ।…