ଆଜିର ଖବର ମାନବିକତାର ଉଦାହରଣ ସୃଷ୍ଟି କଲେ ଟ୍ରେନ୍ ଚାଳକ : ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ପଛୁଆ ଟ୍ରେନ୍ ଚଳାଇଲେ ମହାରାଷ୍ଟ୍ର : ମହାରାଷ୍ଟ୍ରର ଜଲ୍ଗାଓ୍ବଁଠାରେ ମାନବତାର ଏକ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ରେଳ ବିଭାଗର ଲୋକୋ ପାଇଲଟ୍ ଓ ଗାର୍ଡଙ୍କ ମାନବିକତା ଏକ…