ଆଜିର ଖବର ଗୁଜରାଟରେ ଦ୍ୱିତୀୟ ଥର କ୍ୟାବିନେଟ୍ ସମ୍ପ୍ରସାରଣ : କ୍ୟାବିନେଟ୍ ମନ୍ତ୍ରୀ ହେଲେ ଚଭଡ଼ା ଦ୍ୱିତୀୟଥର ପାଇଁ କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ…