ଅନ୍ତରାଷ୍ଟ୍ରୀୟ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ: ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ଦୂତାବାସ ନୂଆଦିଲ୍ଲୀ: ଇରାନରେ ବୃଦ୍ଧି ପାଉଥିବା ସଂଘର୍ଷ ମଧ୍ୟରେ ତେହେରାନରେ ଥିବା ଭାରତୀୟ ଦୂତାବାସ ଆଜି ଏକ ନୂତନ ସୁରକ୍ଷା ମାର୍ଗଦର୍ଶିକା ଜାରି କରିଛି। ଏହା ଇରାନରେ ରହୁଥିବା…