ଅନ୍ତରାଷ୍ଟ୍ରୀୟ କରାଚୀରେ ବଡଧରଣର ବିସ୍ଫୋରଣ : ତିନି ମୃତ, 15ରୁ ଉର୍ଦ୍ଧ୍ବ ଆହତ କରାଚୀ : ପାକିସ୍ତାନ କରାଚୀରେ ବଡ ଧରଣର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।…