ଆଜିର ଖବର ଅମୃତସରରୁ କଂଗ୍ରେସ ପ୍ରାର୍ଥୀ ଗୁରୁଜିତ ଔଜଲାଙ୍କ ରାଲିରେ ଚାଲିଲା ଗୁଳି, ଯୁବକ ଆହତ ନୂଆଦିଲ୍ଲୀ: ଅମୃତସର ଅଜନାଲାରେ କଂଗ୍ରେସ ପ୍ରାର୍ଥୀ ଗୁରୁଜିତ୍ ଔଜଲାଙ୍କ ରାଲି ବାହାରେ ଗୁଳି ଚାଲିଛି। ସୂଚନାନୁସାରେ, ଗୁଳି ବିନିମୟରେ ଜଣେ ଯୁବକ ଆହତ ହୋଇଛନ୍ତି। ଆଦମ ପାର୍ଟି…