ଆଜିର ଖବର ତାମିଲନାଡୁରେ SIR ଝଡ଼: ବୈଠକରୁ ଓହରିଲେ TVK-DMK, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତେଜିଲା ରାଜନୀତି! ଚେନ୍ନାଇ: ଭୋଟର ତାଲିକା ସଂଶୋଧନକୁ ନେଇ ଦେଶରେ ରାଜନୈତିକ ଉତ୍ତେଜନା ଥମିବାର ନାଁ ନେଉନାହିଁ। ତାମିଲନାଡୁରେ SIR (Special Intensive Revision) ବିବାଦ ମଧ୍ୟରେ ଏବେ SSR…