ବିଶେଷ ଖବର ମୁସଲମାନମାନଙ୍କୁ କେକେ ମହମ୍ମଦ ପରାମର୍ଶ: ହିନ୍ଦୁମାନଙ୍କୁ ହସ୍ତାନ୍ତର କରିଦିଅନ୍ତୁ ଜ୍ଞାନବାପି ଓ ଶାହି ଇଦଗାହ ନୂଆଦିଲ୍ଲୀ: ରାମ ଜନ୍ମଭୂମି ମନ୍ଦିରର ଅନୁସନ୍ଧାନ ପରେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ବାହାର କରିଥିବା ପ୍ରତ୍ନତତ୍ତ୍ୱବିତ୍ କେକେ ମହମ୍ମଦ କହିଛନ୍ତି ଯେ ମୁସଲମାନମାନେ ଜ୍ଞାନବାପି ଏବଂ ଶାହି ଇଦଗାହ…