ଆଜିର ଖବର H-1B ଭିସା କାର୍ଯ୍ୟକ୍ରମରେ ବଡ଼ ପରିବର୍ତ୍ତନ କଲା ଆମେରିକା ନୂଆଦିଲ୍ଲୀ: ଆମେରିକାର H-1B ଭିସା କାର୍ଯ୍ୟକ୍ରମରେ ବଡ଼ ପରିବର୍ତ୍ତନ କରାଯାଇଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭିସା ପ୍ରଦାନ ପାଇଁ ପୂର୍ବରୁ ଥିବା ଅନିୟମିତ ଲଟେରୀ ବ୍ୟବସ୍ଥାକୁ ଉଚ୍ଛେଦ…