ଜାତୀୟ ଖବର ହଜ ତୀର୍ଥଯାତ୍ରାରେ ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ: ଭାରତୀୟଙ୍କ ସଂଖ୍ୟା ଜାଣିଲେ ହେବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ: ହଜ୍ ତୀର୍ଥଯାତ୍ରା ସମୟରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମକ୍କାରେ ହଜ୍ ସମୟରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୯୦୦ ଅତିକ୍ରମ କରିଛି। ଅତ୍ୟଧିକ…