ଆଜିର ଖବର ଭକ୍ତଙ୍କ ଅଧିନରେ ଚାଲନ୍ତି ଭଗବାନ, ହେଲେ କେମିତି?: ରାମାୟଣର ଏହି କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ ଉପେନ୍ଦ୍ର ବଳିୟାରସିଂହ ଥରେ ଅଯୋଧ୍ୟାରେ ସୀତା ଦେବୀ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ସବୁ ପରିଜନ ଗୋଟିଏ ବିଚାର କଲେ। ହନୁମାନ ସବୁବେଳେ ପ୍ରଭୁଙ୍କ ସେବାରେ ନିଯୁକ୍ତ ରହୁଛନ୍ତି।…