ଆଜିର ଖବର ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ ମୁମ୍ବାଇ: ଆଜି ମହାରାଷ୍ଟ୍ରର ପରଭଣି ଜିଲ୍ଲାର ମାନବତ ତାଲୁକାରେ ଥିବା ଯଶୱାଡି ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରସିଦ୍ଧ ହନୁମାନ ମନ୍ଦିରର ଗର୍ଭଗୃହ ସମ୍ମୁଖରେ ନିର୍ମାଣାଧୀନ…