ଆଜିର ଖବର ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ? ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ ସରିଯାଇଛି। ଚଳିତଥର ଦ୍ଵିତୀୟ ଥର ପାଇଁ ଆରସିବି ଆଇପିଏଲ ଟ୍ରଫି ହାତେଇଛି। ମାତ୍ର କ୍ରିକେଟ ଜଗତରେ ଅଲରାଉଣ୍ଡରମାନେ ସବୁଠୁ ଅଧିକ ଚର୍ଚ୍ଚିତ।…