ଆଜିର ଖବର ହାର୍ଦ୍ଦିକଙ୍କୁ ଝଟ୍କା : ଲଢିପାରିବେନି ନିର୍ବାଚନ ପଟିଦାର ସମ୍ପ୍ରଦାୟର କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍ କରିବାକୁ ହାଇକୋର୍ଟ…