ଜାତୀୟ ଖବର ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ ସଫଳତା, ଓଡିଶାକୁ ଆଣିଲେ ୪୨,୮୯୯ କୋଟି ଟଙ୍କାର ସଡକ ପ୍ରକଳ୍ପ ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ରାସ୍ତା ପ୍ରକଳ୍ପ ନେଇ ମଙ୍ଗଳବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରିଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି…