ଆଜିର ଖବର ODIରେ ଅଷ୍ଟ୍ରେଲିଆର ହରଜସ୍ ଙ୍କ ବିସ୍ଫୋରକ ଇନିଂସ: ୩୫ ଛକା ସହିତ ଖେଳିଲେ ତ୍ରିଶତକୀୟ ପାଳି ନୂଆଦିଲ୍ଲୀ: ODI କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ରୋହିତ ଶର୍ମାଙ୍କ ନାମରେ ରହିଛି, ଯିଏ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନ୍ କରିଥିଲେ। ଅଷ୍ଟ୍ରେଲିଆର ହରଜସ୍ ସିଂହ ୫୦…