ଆଜିର ଖବର ନିର୍ବାଚନ ପୂର୍ବରୁ ହରିୟାଣାରେ ବିଜେପିକୁ ବଡ ଝଟକା, ପୁଣି କଂଗ୍ରେସକୁ ଫେରିଲେ ଅଶୋକ ତନୱର ନୂଆଦିଲ୍ଲୀ: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବତନ ସିରସା ସାଂସଦ ଅଶୋକ ତନୱର…