ଆଜିର ଖବର ହରିୟାଣା ନିର୍ବାଚନ: ୧୯ ଟି ଆସନରେ କଡା ମୁକାବିଲା!, କଂଗ୍ରେସର ଖେଳକୁ ବିଗାଡ଼ିବ କି ବିଜେପି? ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ହରିୟାଣା ବିଧାନସଭାର ସମସ୍ତ ୯୦ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୮ ତାରିଖରେ ଜାମ୍ମୁ କାଶ୍ମୀର ବିଧାନସଭା…