ଆଜିର ଖବର 24 ଘଣ୍ଟାରେ ରେକର୍ଡ 28 ହଜାର 472 ରୋଗୀ ସୁସ୍ଥ, ଜାଣନ୍ତୁ ପୂରା ତଥ୍ୟ ନୂଆଦିଲ୍ଲୀ, ବର୍ତ୍ତମାନ ସୁଦ୍ଧା ଦେଶରେ 7.5 ଲକ୍ଷରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର 63 ପ୍ରତିଶତ ଅତିକ୍ରମ କରିଛି। 19ଟି ରାଜ୍ୟ ଏବଂ…