ଜାତୀୟ ଖବର ବାହାରେ ଥିବା ପ୍ରାୟ ପାଞ୍ଚ ଲକ୍ଷ ଓଡିଆମାନେ ପଂଜିକରଣ କରି ସାରିଲେଣି, ଆଉ କଣ ରହିଛି କରୋନାର ତାଜା ସୂଚନା ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…