ଆଜିର ଖବର ଗର୍ଭବତୀ ମହିଳାଙ୍କଠାରୁ ସଂକ୍ରମିତ ହେଲେ 32 ଜଣ ସ୍ବାସ୍ଥ୍ୟ କର୍ମୀ,ଦିଲ୍ଲୀର କେଉଁ ହସ୍ପିଟାଲରେ କେତେ ଜଣ ସ୍ବାସ୍ଥ୍ୟକର୍ମୀ ହୋଇଛନ୍ତି ସଂକ୍ରମିତ ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସ୍ଥିତି ଅମ୍ବେଦକର ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିରେ ଡାକ୍ତର ଓ ନର୍ସ ମଧ୍ୟ ସାମିଲ୍…