ବିଶେଷ ଖବର ବଜେଟ୍ 2020 : ସ୍ବାସ୍ଥ୍ୟ ପାଇଁ 69 ହଜାର କୋଟି ଓ ସ୍ବଚ୍ଛ ଭାରତ ପାଇଁ 12ହଜାର 300 କୋଟି ଟଙ୍କାର ବ୍ୟୟବରାଦ ନୂଆଦିଲ୍ଲୀ : ଚଳିତ ସାଧାରଣ ବଜେଟ୍ରେ ମୋଦି ସରକାର ସ୍ବଚ୍ଛତା ଓ ସ୍ବାସ୍ଥ୍ୟକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 69 ହଜାର କୋଟି ଟଙ୍କାର…