ଆଜିର ଖବର ଶୀଘ୍ର ପତନ ହେବାକୁ ଯାଉଛି ସୁଖୁ ସରକାର: ଉପ-ନିର୍ବାଚନ ପ୍ରଚାର ବେଳେ କହିଲେ ହିମାଚଳର ବିଜେପି ନେତା ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ଜୟରାମ ଠାକୁର ହମିରପୁରରେ ଏକ ବଡ଼ ଦାବି କରିଛନ୍ତି। ବିଜେପି ପ୍ରାର୍ଥୀ ଆଶିଷ…