ଆଜିର ଖବର ୧୬ ଘଣ୍ଟା ଧରି ଲଗାତାର କାମ କରିବା ପରେ ହିନା ଖାନ ଅସୁସ୍ଥ: ଜାଣନ୍ତୁ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ନୂଆଦିଲ୍ଲୀ: ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ହିନା ଖାନ୍ ଅନ୍ୟତମ। ଅକ୍ସରା ଚରିତ୍ରରେ ଅଭିନୟ କରିଥିବା ହିନା ଖାନ ଘରେ ଘରେ ଲୋକପ୍ରିୟ। ଏହି ସୋ…