ଆଜିର ଖବର ଆରମ୍ଭ ହେଲା ଅନୁଗୁଳରୁ ରାଉରକେଲାକୁ ହାଇଟେକ ବସ୍ ସେବା, ଜାଣନ୍ତୁ ସମୟ ଭୁବନେଶ୍ବର: ଆଜିଠାରୁ ଅନୁଗୁଳରୁ ରାଉରକେଲାକୁ ହାଇଟେକ୍ ବସ୍ ସେବା ଆରମ୍ଭ ହୋଇଛି। ଓଡିଶା ରାଜ୍ୟ ସଡକ ପରିବହନ ନିଗମ ତରଫରୁ ଏହି ସେବାର ଶୁଭାରମ୍ଭ କରାଯାଇଛି। ବହୁଦିନରୁ…