ଆଜିର ଖବର ଯୋଗୀ ଆଦିତ୍ୟନାଥଙ୍କ ଘରକୁ ବୋମାରେ ଉଡାଇବାକୁ ଧମକ : ଅଭିଯୁକ୍ତ ଗିରଫ ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ବୋମା ପକାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଉଡାଇଦେବା…