Hockey Worldcup23 ରଂଗାରଂଗ ପରିବେଷରେ ଉଦଘାଟିତ ହେଲା ହକି ବିଶ୍ବକପ, ସମସ୍ତେ ନବୀନଙ୍କୁ କଲେ ପ୍ରଶଂସା କଟକ: ଏକ ରଂଗାରଂଗ ପରିବେଷ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ବିଶ୍ବକପ ହକି ଉଦଘାଟନୀ ସମାରୋହ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ।…