Hockey Worldcup23 ଚର୍ଚ୍ଚାରେ ସୁଦର୍ଶନ ପଟ୍ଟନାୟକଙ୍କ ୫ ହଜାର ହକି ବଲରେ ନିର୍ମିତ ବାଲୁକା କଳା କଟକ: ବର୍ତ୍ତମାନ ସାରା ଓଡିଶାରେ ଅନୁଭୂତ ହୋଇଛି ହକି ଜ୍ବର। ଚାରିଆଡେ ବର୍ତ୍ତମାନ ହକିକୁ ନେଇ ଚର୍ଚ୍ଚା। କାରଣ ଆଜି ହେଉଛି ଏହି ହକି ମହାକୁମ୍ଭର ଉଦଘାଟନ…