ବିଶେଷ ଖବର କରୋନା ମୁକାବିଲା ପାଇଁ ଜଣେ ମହିଳା ହୋମଗାର୍ଡ ନିଜ ବାହାଘରକୁ କଲେ ବାତିଲ, ବିଭିନ୍ନ ମହଲରେ ପ୍ରଶଂସା ସୁନ୍ଦରଗଡ, ନିକଟରେ କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ବାହାଘର ନେଇ ସାରା ଦେଶରେ ସମାଲୋଚନା କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ଉତ୍ସବ ବାତିଲ କରାଯାଇଥିଲେ ମଧ୍ୟ…