ଆଜିର ଖବର ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି ଭୁବନେଶ୍ଵର: ସରକାରୀ ଆୟୁର୍ବେଦ, ହୋମିଓପାଥିକ କଲେକର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି । କାର୍ଯ୍ୟରତ ଚୁକ୍ତିଭିତ୍ତିକ ଲେକଚର, ରିଡର ଓ ପ୍ରଫେସରଙ୍କ ଦରମା ବଢିଲା । ଚୁକ୍ତିଭିତ୍ତିକ…