ଆଜିର ଖବର ଆଇଏଏସ୍ ସଙ୍କେତ କୁମାର ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ ଭାବରେ ଆଇଏଏସ୍ ସଙ୍କେତ କୁମାର ନିଯୁକ୍ତି ପାଇଛନ୍ତି। ସଙ୍କେତ କୁମାରଙ୍କ ନିଯୁକ୍ତିକୁ ବିଭାଗୀୟ ଅଧିକାରୀ ମଞ୍ଜୁରୀ ଦେଇଛନ୍ତି।…