ଆଜିର ଖବର ହଂକଂରେ ସାତଟି ବହୁମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ: ୪୪ ମୃତ, ୩୦୦ ନିଖୋଜ ନୂଆଦିଲ୍ଲୀ: ହଂକଂର ତାଇପୋରେ ବୁଧବାର ଅପରାହ୍ନରେ ଅନେକ ବହୁମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୪ ଜଣଙ୍କ ମୃତ୍ୟୁ ଏବଂ ୩୦୦ ନିଖୋଜ ଅଛନ୍ତି। ଖବର…