ଆଜିର ଖବର ୭୦୦ ରୁ ଅଧିକ ପଦବୀ ପାଇଁ HPCL ରେ ନିଯୁକ୍ତି: ଶୀଘ୍ର କରନ୍ତୁ ଆବେଦନ ନୂଆଦିଲ୍ଲୀ: ଦେଶର ପ୍ରମୁଖ ଶକ୍ତି କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (HPCL) ବିଭିନ୍ନ ପଦବୀ ପାଇଁ ଏକ ବଡ ନିଯୁକ୍ତି ଅଭିଯାନ ଘୋଷଣା…