ଆଜିର ଖବର ପ୍ୟାରିସ୍ ଅଲିମ୍ପିକ୍ସ 2024: ବ୍ୟାଡମିଣ୍ଟନରେ ପ୍ରଣୟଙ୍କ ଚମତ୍କାର ବିଜୟ ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏଚ୍.ଏସ୍ ପ୍ରଣୟ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କର ପ୍ରଥମ ମ୍ୟାଚ୍ ଜିତିଛନ୍ତି। ସେ ଫାବିଆନ୍ ରୋଥଙ୍କୁ 21-18 ଏବଂ 21-12…