ଅନ୍ତରାଷ୍ଟ୍ରୀୟ ବନ୍ଧୁ ପାକିସ୍ତାନକୁ ବଡ଼ ଝଟକା ଦେଲା ଚୀନ୍, ଏହି ଅସ୍ତ୍ର ଦେବାକୁ ମନା କଲା ଡ୍ରାଗନ; ଚିନ୍ତାରେ ଶାହବାଜ ସରିଫ ନୂଆଦିଲ୍ଲୀ: ପାକିସ୍ତାନର ଦାବିକୁ ଚୀନ୍ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ଏବଂ ଏହାର ଉତ୍ପାଦନ ପ୍ରଯୁକ୍ତିବିଦ୍ୟା (ToT) ମଗାଯାଇଥିଲା। ସୂଚନା ଅନୁଯାୟୀ, ଚୀନ୍ ସ୍ପଷ୍ଟ ଭାବରେ…