ଆଜିର ଖବର ଆଇଏଏସ୍ ସମ୍ମିଳନୀ ଅନୁଷ୍ଠିତ : ଅଫିସରଙ୍କୁ ମାର୍ଗଦର୍ଶନ କରାଇଲେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନବନିର୍ମିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…