ଆଜିର ଖବର ଆଇସି 814 ରେ ବଦଳିଲା ଆତଙ୍କବାଦୀଙ୍କ ନାମ: ଅଭିନେତ୍ରୀ ଦିୟା ମିର୍ଜାଙ୍କ ଆସିଲା ପ୍ରତିକ୍ରିୟା ନୂଆଦିଲ୍ଲୀ: ୱେବ୍ ସିରିଜ୍ ‘ଆଇସି 814: କାନ୍ଦହାର ହାଇଜାକ୍’ କୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହି ସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ପରିଚୟ ଲୁଚାଇଥିବା ଅଭିଯୋଗ ହୋଇଥିଲା।…